Meghaduta
Meghaduta
Regular price
£11.99
Regular price
Sale price
£11.99
Unit price
per

Description
ମହାକବି କାଳିଦାସଙ୍କ ରଚିତ 'ମେଘଦୂତ' ହେଉଛି ବର୍ଷାର କାବ୍ୟ । ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର କହନ୍ତି- "ମେଘଦୂତ ଛଡ଼ା ନବବର୍ଷାର କାବ୍ୟ ଆଉ କୌଣସି ସାହିତ୍ୟରେ କେଉଁଠି ନାହିଁ । ଏଥିରେ ବର୍ଷାର ସମସ୍ତ ଅନ୍ତର୍ବେଦନା ନିତ୍ୟକାଳର ଭାଷାରେ ଲିଖିତ ହୋଇଯାଇଛି । ପୃଥିବୀର ସାଂସରିକ ମେଘୋତ୍ସବର ଅନିର୍ବଚନୀୟ କବିତ୍ୱଗାଥା ମାନବର ଭାଷାରେ ବାନ୍ଧି ହୋଇଯାଇଛି ।"
Details
ISBN
9781645602941
Publishers
Black Eagle Books
Book info
Height: 139 mm
Width: 215 mm
Published Date